କନିକା ରାଜାଙ୍କ ନାତୁଣୀ ବୋହୂ ହତ୍ୟା ଘଟଣା : ମାତୃହନ୍ତା ଗିରଫ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି। ସୂଚନାଯୋଗ୍ୟ, ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ। କଟକ ସହରର ଶ୍ରୀବିହାର କଲୋନିରେ ହତ୍ୟାର … Continue reading କନିକା ରାଜାଙ୍କ ନାତୁଣୀ ବୋହୂ ହତ୍ୟା ଘଟଣା : ମାତୃହନ୍ତା ଗିରଫ